କପା ବାଡ଼ିରେ ପଡିଛି ହାତୀର ମୃତଦେହ, ବିଦ୍ୟୁତ ଆଘାତରେ ମୃତ୍ୟୁ ସନ୍ଦେହ

Published By : Prameya-News7 Bureau | September 04, 2024 IST

Breaking_2

ଗୁଣୁପୁର ୪।୯: କପା ବାଡ଼ିରେ ପଡିଛି ହାତୀର ମୃତଦେହ । ବିଦ୍ୟୁତ ଆଘାତରେ ମୃତ୍ୟୁ ସନ୍ଦେହ । ରାୟଗଡା ଜିଲ୍ଲା ଗୁଣୁପୁର ଫୁଲଫୁଟି ବ୍ରିଜ୍ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ରାୟଗଡା ଜିଲ୍ଲା ଗୁଣୁପୁର ଫୁଲଫୁଟି ବ୍ରିଜ୍ ନିକଟ କପା ବାଡିରେ ପଡ଼ିଛି ହାତୀର ମୃତଦେହ । ମୃତଦେହ ନିକଟରେ ଏକ ବିଦ୍ୟୁତ ଖୁଣ୍ଟ ପଡ଼ିଛି । ତେଣୁ ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read:

ଟ୍ରେନିଂ ପରେ ୬ ଜଣ ଆଇଏଏସ ଉପ ଜିଲ୍ଲାପାଳ ଭାବେ ନିଯୁକ୍ତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.