ଆସନ୍ତା ୨୮ରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ଜଳସ୍ତର ବଢିବାରୁ ନିଷ୍ପତ୍ତି

Published By : Prameya-News7 Bureau | July 25, 2024 IST

ସମ୍ବଲପୁର ୨୫।୭ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍ । ଆସନ୍ତା ୨୮ ତାରିଖ ସକାଳ ୯ଟାରେ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବ । ଗେଟ୍ ଖୋଲିବା ନେଇ ମୁଖ୍ଯଯନ୍ତ୍ରୀ ସୁଶୀଲ କୁମାର ବେହେରା ସୂଚନା ଦେଇଛନ୍ତି ।

ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଉପରେ ନିଷ୍ପତ୍ତି ହୋଇଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାର ଜଳସ୍ତର ବଢୁଥିବାରୁ ଗେଟ୍ ଖୋଲି ଜଳ ନିଷ୍କାସନ ନିଷ୍ପତ୍ତି ହୋଇଛି । ଏ ନେଇ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମହାନଦୀ ତଳ ଜିଲ୍ଲା ମାନଙ୍କୁ ସତର୍କ ସୂଚନା ଦିଆଯିବ ବୋଲି ମୁଖ୍ଯଯନ୍ତ୍ରୀ କହିଛନ୍ତି ।

You Can Read:

ମଦ୍ୟପଙ୍କ ଯୁବକଙ୍କ ଉନ୍ମତକାଣ୍ଡ : ଗାଳିଗୁଲଜ କରୁଥିଲେ, ବାରଣ କରିବାରୁ ଭୁଜାଲି ମାଡ଼ କଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.