ସୋସିଆଲ୍ ମିଡିଆରେ କାହାର ଚରିତ୍ର ସଂହାର ନହେଉ, ସତ ସାମ୍ନାକୁ ଆସିବ- ଜଷ୍ଟିସ ଚିତ୍ତରଞ୍ଜନ ଦାଶ

Published By : Prameya-News7 Bureau | September 23, 2024 IST

କଟକ ୨୩।୦୯ : ଭରତପୁର ଥାନାରେ କ୍ୟାପଟେନ୍‌ ଓ ତାଙ୍କ ବାନ୍ଧବୀଙ୍କ ହାଇଡ୍ରାମା ଘଟଣା । ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଶନ ଗଠିନ । ଯାହାକି ୬୦ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବେ । 

ତେବେ ତଦନ୍ତ କମିଶନ ନିଯୁକ୍ତ ପରେ ଜଷ୍ଟିସ ଚିତ୍ତରଞ୍ଜନ ଦାଶ କହିଛନ୍ତି ଯେ, ଖୁବଶୀଘ୍ର ଘଟଣାର ସତ୍ୟ ସାମ୍ନାକୁ ଆସିବ । ଏହାସହିତ ସୋସିଆଲ ମିଡିଆରେ କାହାର ଚରିତ୍ର ସଂହାର ନହେଉ । ଘଟଣା ସମ୍ପର୍କିତ ତଥ୍ୟ ଯାହା ପାଖରେ ଅଛି ସେମାନେ ପକ୍ଷଭୁକ୍ତ ହୋଇପାରିବେ। ଏହି ମାମଲାରେ ସମସ୍ତଙ୍କ ସହଯୋଗ ଲୋଡାଯାଇଛି । ସମସ୍ତେ ସହଯୋଗ କଲେ ନିର୍ଦ୍ଧିଷ୍ଟ ଅବଧିରେ ତଦନ୍ତ ଶେଷ ହେବ । 



 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.