ଭୀଷଣ ଗ୍ରୀଷ୍ମ ଲହରୀରେ ଅସ୍ତବ୍ୟସ୍ତ ପଶ୍ଚିମ ଓଡ଼ିଶା, ୪୫ଂ ଟପିଲା ସମ୍ବଲପୁର ତାପମାତ୍ରା

Published By : Prameya-News7 Bureau | May 31, 2024 IST

ଭୁବନେଶ୍ବର ୩୧।୫: ତାତିରୁ ନିସ୍ତାର ନାହିଁ । ଭୀଷଣ ଗ୍ରୀଷ୍ମ ଲହରୀରେ ଅସ୍ତବ୍ୟସ୍ତ ପଶ୍ଚିମ ଓଡ଼ିଶା । ସାଢ଼େ ୨ରେ ୪୫ ଟପିଲା ତାପମାତ୍ରା । ସାଢ଼େ ୨ଟା ସୁଦ୍ଧା ସମ୍ବଲପୁର ତାପମାତ୍ରା ୪୫.୨ ଡିଗ୍ରୀ ରେକର୍ଡ ହୋଇଛି । ୩ ସହରର ଦିନ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡ଼ାରେ ୪୪.୬, ହୀରାକୁଦରେ ୪୪.୫ ତାପମାତ୍ରା ରେକର୍ଡ ହୋଇଛି । ରାଉରକେଲାରେ ୩୯.୪, ଭୁବନେଶ୍ୱର ଓ କେନ୍ଦୁଝରରେ ତାପମାତ୍ରା ୩୪ ଡିଗ୍ରୀ ରହିଛି । ସେହିଭଳି ଆର୍ଦ୍ରତା ୭୫% ରହିଛି ।

You Can Read :

ଅଂଶୁଘାତ ମୁକାବିଲା ନେଇ ଝାରସୁଗୁଡାରେ ବୈଠକ, ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.