ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ମନ୍ତ୍ରୀ, ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର କଲେ ସମୀକ୍ଷା

Published By : Prameya-News7 Bureau | October 24, 2024 IST

ଭଦ୍ରକ ୨୪/୧୦: ଭଦ୍ରକ ଜିଲ୍ଲା ଧାମରା, ବଇଁଚାଠାରେ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ ଜିଲ୍ଲା ପରିଦର୍ଶନ କରିବା ସହ ଆଶ୍ରିତମାନଙ୍କ ସହ ଆଲୋଚନା କରିଛନ୍ତି । 

ଏହାସହ ବିପର୍ଯୟ ପରିଚାଳନା ବ୍ୟବସ୍ଥାର ନିରୀକ୍ଷଣ କରିଛନ୍ତି ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସମସ୍ତ ଆଶ୍ରୟସ୍ଥଳୀ ଗୁଡ଼ିକରେ ସୁଗମତାର ସହ ଖାଦ୍ୟ, ପାନୀୟ ଓ ଅତ୍ୟାବଶକୀୟ ସାମଗ୍ରୀର ବ୍ୟବସ୍ଥା କରାଯାଇଛି । ଲୋକମାନେ ମଧ୍ୟ ସତର୍କତା ଅବଲମ୍ବନ କରି ସହଯୋଗ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । 


  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.