OBCC ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ କୁମାର ରଥ ଗିରଫ, ମିଳିଛି ୧.୬୨ କୋଟି ଟଙ୍କାର ଡିପୋଜିଟ୍

Published By : Prameya-News7 Bureau | August 06, 2024 IST

ଭୁବନେଶ୍ବର ୬: ଗିରଫ ହେଲେ OBCC ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ କୁମାର ରଥ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ୩୦ ଘଣ୍ଟା ଉର୍ଦ୍ଧ୍ବ ସମୟ ଧରି ପ୍ରଦୀପଙ୍କ ଘରେ ଛାନଭିନ ଚଳାଇଛି ଭିଜିଲାନ୍ସ । ଚଢାଉ ବେଳେ ଅନ୍ୟ ୩ଟି ପ୍ଲଟ, ଗତକାଲି ଏବଂ ଆଜି ମିଶାଇ ମୋଟ୍ ୧ କୋଟି ୬୨ ଲକ୍ଷ ଟଙ୍କାର ଇନ୍ସ୍ୟୁରାନ୍ସ ଠାବ ହୋଇଛି । ଏହାସହ ଗୋଟିଏ ରକ୍ ବ୍ରେକର ମେସିନ୍ ଏବଂ ଗୋଟିଏ ଏକ୍ସାଭେଟର ମେସିନ ଏବଂ ବ୍ରିଜ ନିର୍ମାଣରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଠାବ କରିଛି ଭିଜିଲାନ୍ସ ।

You Can Read:

କେରଳର ୱାୟନାଡ଼ରେ ସନ୍ଧାନୀ କୁକୁର ଷ୍ଟର୍ମ, ନିଖୋଜଙ୍କୁ ଖୋଜିବାରେ କରୁଛି ସାହାଯ୍ୟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.