ହାଇଓ୍ବାକୁ ପିଟିଲା ‘ଦିଲଖୁସ’ ବସ୍, କିଛି ଯାତ୍ରୀ ଆହତ ସୂଚନା

Published By : Prameya-News7 Bureau | July 16, 2024 IST

ବଲାଙ୍ଗୀର ୧୬: ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ପୁଣି ବସ୍ ଦୁର୍ଘଟଣା । ହାଇଓ୍ବାକୁ ପିଟିଲା ବସ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । 

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ପୁଣି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି I ରାସ୍ତାକଡ଼ରେ ଛିଡାହୋଇଥିବା ହାଇୱା ଟ୍ରକ୍‌କୁ ପିଟିଲା ‘ଦିଲଖୁସ’ ନାମକ ବସ୍ । ବସ୍‌ର କିଛି ଯାତ୍ରୀ ଆହତ ହୋଇଥିବା ସୂଚନା । ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ବେଳେ ବଲାଙ୍ଗୀରରେ ଘଟିଛି ଦୁର୍ଘଟଣା । ସଇଁନ୍ତଳା ରାଇସ୍ ମିଲ୍ ସମ୍ମୁଖରେ ଦୁର୍ଘଟଣା ଘଟିଛି । ସମସ୍ତ ଯାତ୍ରୀଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରି ଭୀମଭୋଇ ମେଡିକାଲକୁ ଆଣି ଚିକିତ୍ସା ରିଥିଲେ ।

You Can Read:

ସ୍କୁଟି ଉପରେ ଚଢି଼ଗଲା ଟ୍ରକ୍, ଘଟଣାସ୍ଥଳରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.