ବୋରିଗୁମ୍ମା ୯।୮: ଲଗାଣ ବର୍ଷାରେ ବେହାଲ ସାଧାରଣ ଜନଜୀବନ I ଜଳ ଭଣ୍ଡାରରେ ଜଳ ଧାରଣ କ୍ଷମତା ବି ବଢ଼ିଛି କୋରାପୁଟ ଜିଲ୍ଲାର ତେଲିଙ୍ଗିରି ଜଳ ସେଚନ ପ୍ରକଳ୍ପର ଗୋଟିଏ ଗେଟ ଖୋଲାଯାଇ ବନ୍ୟା ଜଳ ନିଷ୍କାସନ କରାଯିବ ବୋଲି ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ଦେବଦତ୍ତ ରାୟ ମହାପାତ୍ର ସୂଚନା ଦେଇଛନ୍ତି । ଶୁକ୍ରବାର ସନ୍ଧ୍ୟା ୪ଟାରେ ବନ୍ୟା ଜଳ ନିଷ୍କାସନ କରାଯିବା ହେତୁ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କୁ ସତର୍କ କରିଛି ବିଭାଗ। ସେପଟେ ତେଲିଙ୍ଗିରି ଜଳସେଚନ ପ୍ରକଳ୍ପର ସର୍ବାଧିକ ଜଳଧାରଣ କ୍ଷମତା ୬୩୩ ମିଲିମିଟର ଥିବାବେଳେ ବର୍ତ୍ତମାନ ଜଳଭଣ୍ଡାର ଜଳସ୍ତର ୬୨୭.୯୦ ମିଲିମିଟର ଜଳଧାରଣ କ୍ଷମତା ରହିଛି ।
You Can Read:
ପୁରୀରେ RSSର ସରସଙ୍ଘ ଚାଳକ ମୋହନ ଭାଗବତ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କଲେ ଦର୍ଶନ