ବିଜେପିରେ ମିଶିବାକୁ ବିଜେଡି ନେତାଙ୍କ ଆବେଦନ ଲମ୍ବା ଅଛି, ତାଙ୍କ ଭିତରେ ଲୋକ ପ୍ରତିନିଧି ଅଛନ୍ତି : ମନମୋହନ ସାମଲ

Published By : Prameya-News7 Bureau | November 06, 2024 IST

ଭୁବନେଶ୍ବର ୬।୧୧: ସାଂସଦ ରବୀନ୍ଦ୍ର ବେହେରାଙ୍କ ବିଜେଡି ଖାଲି ବୟାନ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାଲମଙ୍କ ବିସ୍ଫୋରକ ବୟାନ । ବିଜେପିରେ ମିଶିବାକୁ ବିଜେଡି ନେତାଙ୍କ ଆବେଦନ ଲମ୍ବା ଅଛି, ସମସ୍ତଙ୍କ ସହିତ କଥାବାର୍ତ୍ତା ଚାଲିଛି । ସ୍ଥାନୀୟ ନେତାଙ୍କ ସହିତ ଆଲୋଚନା ପରେ ଦଳରେ ଯୋଗଦେବା କାର୍ଯ୍ୟକ୍ରମ ସ୍ଥିର ହେବ । ତାଙ୍କ ଭିତରେ ଲୋକ ପ୍ରତିନିଧି ଅଛନ୍ତି । ଯୋଗଦେବା ପରେ ଜାଣିବେ କେଉଁମାନେ ଅଛନ୍ତି । 

ବିଜେପି ବିଧାୟକ ବିଜେଡି ଲିଙ୍କ୍‌ରେ ଥିବା ସାଂସଦ ମୁନା ଖାଁଙ୍କ ବୟାନ ଉପରେ କହିଛନ୍ତି, ଯେଉଁମାନେ ବିଜେଡିରୁ ଆସିଛନ୍ତି ସେମାନେ ଯୋଗାଯୋଗ କରନ୍ତୁ ସାମିଲ କରିବାକୁ ଚେଷ୍ଟା କରନ୍ତୁ ।

You Can Read:

ଜିଲ୍ଲାରେ ଧାନ କିଣା ନେଇ ଜିଲ୍ଲା ବୈଠକରେ ତାରିଖ ଧାର୍ଯ୍ୟ ହେବ, ଚାଷୀଙ୍କ ଆକାଉଣ୍ଟକୁ ୪୮ ଘଣ୍ଟାରେ ଧାନ କିଣା ଟଙ୍କା ଯିବ : ଯୋଗାଣ ମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.