ଯାଜପୁର ୨୩।୧୧: ବିରଜା ହାଟରେ ବ୍ୟବସାୟୀ ମଦନ ନାୟକଙ୍କ ପରିବା ଫିଙ୍ଗିବା ସହ ଆକ୍ରମଣ ଘଟଣାରେ ଟ୍ବିଷ୍ଟ । ମାମଲା ପ୍ରତ୍ୟାହାର କଲେ ପରିବା ବ୍ୟବସାୟୀ ମଦନ ନାୟକ । ଶନିବାର ଟାଉନ୍ ଥାନାରେ ପହଞ୍ଚି ଭବ ପ୍ରସାଦ ଦାସଙ୍କ ନାମରେ ଦେଇଥିବା ଏତଲା ପ୍ରତ୍ୟାହାର କଲେ ମଦନ । ଦୁଇ ଦିନ ତଳେ ଭବ ପ୍ରସାଦଙ୍କ ନାଁରେ ମଦନ ଅଭିଯୋଗ କରିଥିଲେ । ମୁଁ ଭୁଲରେ ଏପରି କରିଦେଇଛି । ଆକ୍ରମଣ କରିବା ମୋ ଠୁ ପଇସା ନେବା କଥା ମୁଁ ମିଛ କହିଥିଲି ବୋଲି ମଦନ କହିଛନ୍ତି ।
You Can Read:
ଜେଲ୍ ଗଲେ ଯାଜପୁର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ, ବେଲ୍ ଆବେଦନ ପାଇଁ କଲେ ମନା