ଦୁର୍ଘଟଣା ପରେ ଜଳିଗଲା ଲୁହାପଥର ବୋଝେଇ ଟ୍ରକ୍

Published By : Prameya-News7 Bureau | October 27, 2024 IST

ଦେବଗଡ ୨୭।୧୦: ଦେବଗଡ଼ ଜିଲ୍ଲା ବାରକୋଟ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଅଘଟଣ । ଦୁର୍ଘଟଣା ପରେ ଜଳିଗଲା ଲୁହାପଥର ବୋଝେଇ ଟ୍ରକ୍ । ବାରକୋଟ ଓଭରବ୍ରିଜ୍ ଉପରେ ଘଟିଛି ଏଭଳି ଅଘଟଣ । ଅଳ୍ପକେ ବର୍ତ୍ତିଗଲେ ଟ୍ରକ୍ ଡ୍ରାଇଭର । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

You Can Read:

ସାଇବର ଠକଙ୍କ ହାବୁଡ଼ରେ ପଡ଼ିଲେ ତହସିଲଦାର, ଲିଙ୍କ୍ କ୍ଲିକ୍ କରୁ କରୁ କଟିଗଲା ୮୦ ହଜାର ଟଙ୍କା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.