କମିବାରେ ଲାଗିଛି ଜଲାପୁଟ ଜଳଭଣ୍ଡାରର ଜଳସ୍ତର, ୫ ଗେଟ୍ ଦେଇ ଛଡାଯାଉଛି ପାଣି

Published By : Prameya-News7 Bureau | September 10, 2024 IST

ଲମତାପୁଟ ୧୦।୯: ଜଲାପୁଟ ଜଳଭଣ୍ଡାର ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି l ଡ୍ୟାମ୍‌ର କ୍ଷମତା ୨୭୫୦ ଫୁଟ ରହିଛି । ସୋମବାର ଠାରୁ ଡ୍ୟାମ୍‌ର ୫ଟି ଗେଟ୍ ଦେଇ ୪୯ ହାଜର କ୍ୟୁସେକ ଜଳ ଛଡା ଯାଉଥିଲା l ମଙ୍ଗଳବାର ସକାଳୁ ଡ୍ୟାମ୍‌ର ଜଳସ୍ତର ୨୭୪୮ ହେବା ପରେ ୨୦ ହଜାର କ୍ୟୁସେକ୍ ପାଣି ଛଡା ଯାଉଛି l 

କିନ୍ତୁ ତଳ ମୁଣ୍ଡରେ ଥିବା ଡି. ଡ୍ୟାମ୍‌ରେ ଜଳସ୍ତର ଲଗାତାର ବଢ଼ିବାରୁ  ୪ଟି ଗେଟ୍‌ ଦେଇ ୪୦ ହଜାର କ୍ୟୁସେକ୍‌ ପାଣି ଛଡାଯାଉଛି  l ଡି. ଡ୍ୟାମ୍‌ ୨୫୯୦ ଫୁଟ କ୍ଷମତା ରହିଥିବା ବେଳେ ୨୫୮୯ ଜଳସ୍ତର ରହିଛି l

You Can Read:

ପାନପୋଷ ଫରେଷ୍ଟ ରେଞ୍ଜରୁ ହାତୀର ମୃତଦେହ ଠାବ, ବିଦ୍ୟୁତ ଆଘାତରେ ମୃତ୍ୟୁ ସନ୍ଦେହ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.