ଭୁବନେଶ୍ୱର: ପଞ୍ଚଭୂତରେ ଲୀନ ହେଲା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର। ସତ୍ୟନଗର ଶ୍ମଶାନରେ ଉତ୍ତମଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାଯାଇଛି। ମୁଖାଗ୍ନି ଦେଇଛନ୍ତି ପୁଅ ଅଭିନେତା ବାବୁସାନ। ଜଗନ୍ନାଥ ବିହାର ବାସଭବନରୁ ସତ୍ୟନଗର ଶ୍ମଶାନ ନିଆଯାଇଥିଲା ଉତ୍ତମ ମହାନ୍ତିଙ୍କ ମରଶରୀର। ଉତ୍ତମଙ୍କ ଶେଷଯାତ୍ରାରେ ସଂପର୍କୀୟ, ପ୍ରଶଂସକଙ୍କ ପ୍ରବଳ ଭିଡ଼ ରହିଥିଲା।
ଉତ୍ତମ ମହାନ୍ତିଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ପ...
