ଛତ୍ରପୁର ବିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ, ରେଡ୍ ବେଳେ ଠାବ ହୋଇଥିଲା ୩୫.୬୧ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା

Published By : Prameya-News7 Bureau | September 01, 2024 IST

ଛତ୍ରପୁର ୧।୯: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବିଇଓ ଗିରଫ ହୋଇଛନ୍ତ । ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଭିଜିଲାନ୍ସ ଚଢାଉ ବେଳେ ବିଇଓ ସୀତାରାମଙ୍କର ବ୍ୟାପକ ସମ୍ପତ୍ତି ଠାବ ହୋଇଥିଲା । ବିଇଓଙ୍କର ୩ଟି ବହୁତଳ କୋଠା ଠାବ ହେବା ସହ ସେଠାରୁ ମିଳିଥିଲା ୬.୫୦ ଲକ୍ଷ ନଗଦ ଟଙ୍କା । ଏହାସହ ବ୍ୟାଙ୍କ ଜମା ୩୫.୬୧ ଲକ୍ଷ ଟଙ୍କା ଠାବ ହୋଇଥିଲା । ଗୋଟିଏ କାର୍ ମଧ୍ୟ ଜବତ ହୋଇଥିଲା ।

You Can Read:

ମାଛ ଧରା ଜାଲରେ ବିରାଟକାୟ ଅଜଗର, ଉଦ୍ଧାର କଲା ଧର୍ମଗଡ ବନ ବିଭାଗ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.