ଲୁଣା ନଦୀକୁ ଡେଇଁଲେ ଯୁବକ, ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ

Published By : Prameya-News7 Bureau | August 17, 2024 IST

କେନ୍ଦ୍ରାପଡା ୧୭।୮: ଲୁଣା ନଦୀକୁ ଡେଇଁଲେ ଯୁବକ । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବସପୁର ଠାରେ ଯୁବକ ଜଣଙ୍କ ନଦୀକୁ ଡେଇଁଛନ୍ତି । ନିଖୋଜ ଯୁବକଙ୍କୁ ଖୋଜାଖୋଜି କରୁଛି ପୋଲିସ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବସପୁର ଠାରେ ଲୁଣା ନଦୀକୁ ଡେଇଁଲେ ଯୁବକ । ନଦୀକୁ ଡେଇଁଥିବା ଯୁବକ ଜଣଙ୍କ ନରିଲୋ ଗାଁର ଲକି ସ୍ଵାଇଁ ବୋଲି ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ତେବେ ଯୁବକ ଜଣଙ୍କ ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି ।

You Can Read:

ମଧ୍ୟାହ୍ନ ଭୋଜନରେ ଖାଇଲେ ଅଣ୍ଡା, ପେଟରେ ଯନ୍ତ୍ରଣା ହେବାରୁ ମେଡିକାଲରେ ଭର୍ତ୍ତି

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.