ଏସ୍‌ ରାମପୁରରେ ଦୁଲୁକିଲା ଗଜାନନଙ୍କ ଭସାଣୀ ଉତ୍ସବ: ବିଶେଷ ଆକର୍ଷଣ ଅଘୋରି ନୃତ୍ୟ

Published By : Prameya-News7 Bureau | September 16, 2024 IST

News7

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଏସ ରାମପୁରରେ ଗଜାନନଙ୍କ ଭସାଣୀ ଉତ୍ସବ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି। ଏସ ରାମପୁର ଭାରତୀ କ୍ଲବ ଗଣେଶ ପୂଜା କମିଟି ତରଫରୁ ଗଜାନନ ଗଣେଶଙ୍କ ପୂଜା ଦୀର୍ଘ ୯ ଦିନ ଧରି ରୀତିନୀତି ଅନୁସାରେ ପାଳିତ ହୋଇଯାଇଛି l 

ରୀତିନୀତି ଅନୁସାରେ ଶାନ୍ତି ଶୃଙ୍ଖଳାରେ କମିଟିର ସମସ୍ତ ସଦସ୍ୟଙ୍କ ସାହଯ୍ୟ ସହଯୋଗରେ ଶେଷ ହୋଇଛି l ପୂଜା ରୀତିନୀତି ପରେ ଗଜାନନଙ୍କ ଭସାଣୀ ଉତ୍ସବ ମହାଆଡ଼ମ୍ବରରେ ଭିନ୍ନ ଢଙ୍ଗରେ ଅଘୋରି ନୃତ୍ୟ ପରିବେଷଣ କରାଯାଇଛି l ଅଘୋରି ନୃତ୍ୟ ଦେଖିବାକୁ ଅଞ୍ଚଳର ବହୁ ଲୋକଙ୍କ ସମାଗମ ହୋଇଥିବା ଦେଖାଦେଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.