ଗୋମାଂସ ଚାଲାଣ ବେଳେ ଧରାପଡିଲା : ଗୋଡ଼େଇ ଗୋଡ଼େଇ ଗାଡିକୁ କାବୁ କଲେ ଲୋକ

Published By : Prameya-News7 Bureau | July 16, 2024 IST

ଭୁବନେଶ୍ବର ୧୬: ଗୋମାଂସ ଚାଲାଣ ବେଳେ ଧରାପଡିଲା । ଗୋଡେଇ ଗୋଡେଇ କାବୁ କଲେ ବଜରଙ୍ଗୀ ଦଳ । ନୟାପଲ୍ଲୀ ଥାନା ପୋଲିସର ତଦନ୍ତ ଜାରି ।

ସୂଚନାଯୋଗ୍ୟ ଯେ, ସାକ୍ଷୀଗୋପାଳରୁ ଗୋମାଂସ ବୋଝେଇ ଗାଡ଼ି ବିଶାଖାପାଟଣା ଯାଉଥିବା ବେଳେ ଧରାପଡିଛି । ଗାଡିକୁ ଗୋଡ଼େଇ ଗୋଡ଼େଇ କାବୁ କଲେ ବଜରଙ୍ଗ ଦଳ । ୧୬ ନମ୍ବର ଜାତୀୟ ରାଜପଥ ଉପରେ ଧରିଲେ ଲୋକେ । ଗାଡ଼ି ଛାଡ଼ି ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି । ଗାଡ଼ିରୁ ଗୋମାଂସ ବାହାର କରିବା ସହ ଗାଡ଼ି ଭାଙ୍ଗିଲେ ଲୋକେ । ଘଟଣାସ୍ଥଳରେ ନୟାପଲ୍ଲୀ ଥାନା ଅଧିକାରୀ ପହଞ୍ଚି ଗୋମାଂସ ବୋଝେଇ ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

You Can Read:

ଭୁଶୁଡ଼ିଲା ସ୍କୁଲ ପାଚେରୀ, ଭାଙ୍ଗିଲା ନେତାଜୀଙ୍କ ପ୍ରତିମୂର୍ତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.