ଭୁବନେଶ୍ବର ୧୮।୧୨: ଭୁବନେଶ୍ବର ଭରତପୁର ଥାନା ମାମଲାରେ ସରିଲା ଆଜିର ଶୁଣାଣି । ଆସନ୍ତା ୨୨ ତାରିଖରୁ ହେବ ସାକ୍ଷ୍ୟ ପ୍ରମାଣ ଗ୍ରହଣ । ସାକ୍ଷୀ ମାନଙ୍କର ବୟାନ ରେକର୍ଡ ହେବ । କମିସନରଙ୍କ ସାମ୍ନାରେ ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବ । ସମସ୍ତ ସାକ୍ଷୀଙ୍କ ବୟାନ ରେକର୍ଡ ପରେ ପରବର୍ତ୍ତୀ ଶୁଣାଣି ହେବ ।
ତେବେ ଆଜିର ଶୁଣାଣିରେ ଉଭୟ ପୋଲିସ ଏବଂ ପୀଡ଼ିତଙ୍କ ପକ୍ଷରୁ ଓକିଲ ଉପସ୍ଥିତ ଥିଲେ ।
You Can Read:
ଏବେ ଗ୍ରାମାଞ୍ଚଳରେ ଆରମ୍ଭ ହୋଇଛି ଆବାସ ସର୍ଭେ, ଆବାସ ପାଇବାରୁ କାହାକୁ ବାଦ୍ ଦିଆଯିବନି : ପଞ୍ଚାୟତିରାଜ ମନ୍ତ୍ରୀ