ମହିଳା ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍, ବେକରେ କଟୁରୀ ଲଗାଇ ଝାମ୍ପିନେଲେ ୫୦ ହଜାର ଟଙ୍କା

Published By : Prameya-News7 Bureau | December 18, 2024 IST

ଭୁବନେଶ୍ବର ୧୮।୧୨: ମହିଳା ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ । ଏକ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଲୁଟିଲେ ଦୁଇ ଦୁର୍ବୃତ୍ତ । ମହିଳା ଫାଇନାନ୍ସ କର୍ମଚାରୀଙ୍କ ବେକରେ କଟୁରୀ ଲଗାଇ ଲୁଟିଲେ ଦୁର୍ବୃତ୍ତ । 

ରାଜସ୍ବ ଗ୍ରାମରୁ ବାଳକାଟି ଆସୁଥିବା ବେଳେ ଲୁଟ୍ ହୋଇଛି । ଆପାଚି ବାଇକ୍‌ରେ ଆସି ଛଡ଼ାଇ ନେଲେ ନଗଦ ୫୦ ହଜାରରୁ ଅଧିକ ଟଙ୍କା । ସେପଟେ ଥାନା ବିବାଦ ପାଇଁ ଦୀର୍ଘ ସମୟ ରାସ୍ତାରେ ଅଟକି ରହିଲେ ମହିଳା କର୍ମଚାରୀ ।

You Can Read:

IAS ବିଷ୍ଣୁପଦଙ୍କୁ ସିବିଆଇ ସମନ୍ ପ୍ରସଙ୍ଗ : କେ.ଭି. ସିଂହଦେଓ କହିଲେ- ବିଜେଡ଼ି ସେହି କଥାକୁ ଅଭ୍ୟାସ କରୁ ଯେଉଁ କଥାକୁ ସେମାନେ ପ୍ରଚାର କରୁଥିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.