ଭରତପୁର ଥାନା ବିବାଦ : ଗୁଜରାଟ ଗଲା କ୍ରାଇମବ୍ରାଞ୍ଚ ଟିମ୍, ନିଲମ୍ବିତ ଥାନା ଅଧିକାରୀ ଏବଂ ୪ ପୋଲିସ କର୍ମଚାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ

Published By : Prameya-News7 Bureau | September 29, 2024 IST

ଭୁବନେଶ୍ବର ୨୯।୯: ଭରତପୁର ଥାନା ପୋଲିସ ଓ ଆର୍ମି ମେଜର ଓ ତାଙ୍କ ବାନ୍ଧବୀ ବିବାଦ ମାମଲା ଗୁଜରାଟ ଗଲା କ୍ରାଇମବ୍ରାଞ୍ଚ ଟିମ୍ । ତଦନ୍ତକାରୀ ଅଧିକାରୀ ନରେନ୍ଦ୍ର ବେହେରାଙ୍କ ସମେତ ୩ ଜଣ କ୍ରାଇମବ୍ରାଞ୍ଚ ଅଧିକାରୀ ଗୁଜୁରାଟ ଗଲେ । ସୋମବାର ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ଏବଂ ୪ ପୋଲିସ କର୍ମଚାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ ।

You Can Read:

ରାଜ୍ୟରେ ଖୁବ୍‌ଶୀଘ୍ର ବୋର୍ଡ ଓ ନିଗମ ଅଧ୍ୟକ୍ଷ ନିଯୁକ୍ତ ହେବେ : ମନମୋହନ ସାମଲ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.