ଭୁବନେଶ୍ବର ୯।୮: କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । ସ୍ୱାଧୀନତା ସଂଗ୍ରାମୀ ପରିବାରକୁ କୁଟୁମ୍ବ ପେନସନ ଯୋଜନାରେ ଭତ୍ତା ମିଳିବ । ଖୁବଶୀଘ୍ର ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ଚି଼ହ୍ନଟ କରିବେ ସରକାର । ଏ ନେଇ ରୂପରେଖ ଖୁବଶୀଘ୍ର ଜଣାପଡିବ । ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ପରିଚୟ ପତ୍ର ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
You Can Read: