ରଥଯାତ୍ରା ନେଇ ଆଇନ ମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ : ଅଂଶୁଘାତ ମୁକାବିଲା ପାଇଁ ଶହେ ଶଯ୍ୟା, ଖୋଲିବ ଟେମ୍ପରାରୀ ବର୍ଣ୍ଣ ଓ୍ବାର୍ଡ

Published By : Prameya-News7 Bureau | June 26, 2024 IST

ପୁରୀ ୨୬।୬: ପୁରୀ ରଥଯାତ୍ରା ସମନ୍ବୟ ବୈଠକରେ ସ୍ବାସ୍ଥ୍ୟ ବିଭାଗକୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ କଡ଼ା ନିର୍ଦ୍ଦେଶ । ରଥଯାତ୍ରାରେ ପ୍ରବଳ ଭକ୍ତଙ୍କ ସମାଗମ ହେବ । ପ୍ରବଳ ଖରା ଓ ଗୁଳୁଗୁଳି ହେବାର ସମ୍ଭାବନା ରହିଛି । ଅଂଶୁଘାତ ମୁକାବିଲା ପାଇଁ ଶହେ ଶଯ୍ୟା ବିଶିଷ୍ଟ ବେଡ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ। । ରଥଯାତ୍ରାରେ ଜଣେ ଡେପୁଟି ଅଫିସରଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଇନ ମନ୍ତ୍ରୀ । ‌ରଥଯାତ୍ରା ସମୟରେ ଟେମ୍ପରାରୀ ବର୍ଣ୍ଣ ଓ୍ବାର୍ଡ କରାଯିବାକୁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ କରିଛନ୍ତି ।

You Can Read :

୬ ମାସର କନ୍ୟା ସନ୍ତାନକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ କଟକ ଦମ୍ପତି

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.