ଆନନ୍ଦପୁର ୧୯।୬: ପୁଣି ଏକ ହାତୀର ମୃତଦେହ ଠାବ ହୋଇଛି । କେନ୍ଦୁଝର ଜିଲ୍ଲା ସୋସୋ ଆମ୍ବ ତୋଟା ଠାରେ ଠାବ ହୋଇଛି ହାତୀ ମୃତଦେହ । ତଦନ୍ତ କରୁଛି ବନ ବିଭାଗ ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ସୋସୋ ଆମ୍ବତୋଟା ଠାରେ ଏକ ଅଣ୍ଡିରା ହାତୀର ମୃତଦେହ ଠାବ ହୋଇଛି । ମୃତ ହାତୀର ବୟସ ପାଖାପାଖି ୨୫ ବର୍ଷ ହେବ ବୋଲି ସୂଚନା ମିଳିଛି । ହାତୀଟି ହଦଗଡ ହସ୍ତୀ ଅଭୟାରଣ୍ୟରୁ ଖସି ଆସି ସୋସୋ ଅଞ୍ଚଳରେ ଦୀର୍ଘଦିନ ହେବେ ଘୂରି ବୁଲୁଥିଲା । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
You Can Read :
ବ୍ରିଜ୍ ତଳକୁ ଖସିଲା ପାଣି ବୋଝେଇ ଟ୍ରକ୍, ଡ୍ରାଇଭର ଆହତ