ମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ: ତୁରନ୍ତ ମୁକୁଳା ଡ୍ରେନ ଉପରେ ସ୍ଲାବ ପକାଅ, ସଫେଇ କାମ ତ୍ବରାନ୍ବିତ କର

Published By : Prameya-News7 Bureau | July 03, 2024 IST

ଭୁବନେଶ୍ବର ୩/୭: କାଲି ସମୀକ୍ଷା, ଆଜି ନିର୍ଦ୍ଦେଶ । ତୁରନ୍ତ ମୁକୁଳା ଡ୍ରେନ ଉପରେ ସ୍ଲାବ ପକାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଅଳିଆ ଆବର୍ଜନା ପଡିଥିବା ସ୍ଥାନରେ ସଫେଇ କାମ ତ୍ବରାନ୍ବିତ କରିବାକୁ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ବି ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ପୁରୀ ଯାଇ ବିଭିନ୍ନ ଡ୍ରେନ ଗୁଡିର ସ୍ଥିତି ସମୀକ୍ଷା କରିବା ପରେ ଆଜି କଡା ନିର୍ଦ୍ଦେଶ ଦେଇଛନ୍ତି ।  ଭୁବନେଶ୍ବର ଯେଉଁ ଜାଗାରେ ଏଭଳି ସ୍ଥିତି ଥିବ ତୁରନ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.