ଭୁବନେଶ୍ବର ୧।୧୧: ପୁଣି ତିଆରି ହେବ ‘ସୁଭଦ୍ରା’ ଗାଇଡ୍ ଲାଇନ୍ । ଏ ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କୁ କିଭଳି ପୁଣି ଥରେ ସାମିଲ କରାଯିବ, ସେନେଇ ନୂଆ ଗାଇଡ୍ ଲାଇନ୍ ହେବ ।
ଶୁକ୍ରବାର ଦିନ ୩ଟାରେ ଏନେଇ ବୈଠକ ବସିବ । ‘ସୁଭଦ୍ରା’ ଯୋଜନାରେ ଅଯୋଗ୍ୟ ଘୋଷିତ ହୋଇଥିବା ୨ ଲକ୍ଷ ୬୭ ହଜାର ରେଜେକ୍ଟ ଲିଷ୍ଟ ଉପରେ ଆଲୋଚନା ହେବ । କେଉଁ ଆଧାରରେ, କେମିତି ସେମାନଙ୍କର ଭେରିଫାଏ କରାଯିବ ସେନେଇ ନିଷ୍ପତ୍ତି ହେବ । ରିଜେକ୍ଟ ଲିଷ୍ଟ ଆବେଦନକାରୀଙ୍କ ଉପରେ ପୁନଃ ବିଚାର କରାଯିବ । ଖୁବଶୀଘ୍ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସିବ ବୋଲି ପ୍ରଭାତୀ କହିଛନ୍ତି ।
You Can Read:
ବାଣ ଫୁଟାଇବାରୁ ରାଜଧାନୀରେ ବଢିଯାଇଥିଲା AQI, ବର୍ଷା ପାଇଁ କମିଛି ପ୍ରଦୂଷଣର ମାତ୍ରା