ସନ୍ତୃପ୍ତ ମିଶ୍ର ଜଣେ ରାଜନୈତିକ ଦକ୍ଷତା ଥିବା ଲୋକ ନୁହନ୍ତି, ବିଜେପିକୁ ଆକ୍ଷେପ କରିବାର ତାଙ୍କର କୌଣସି ଅଧିକାର ନାହିଁ : ସାରଦା ପ୍ରଧାନ

Published By : Prameya-News7 Bureau | October 17, 2024 IST

କଟକ ୧୭।୧୦: ବିଜୁ ଜନତା ଦଳର ରାଷ୍ଟ୍ରୀୟ ପ୍ରବକ୍ତା ଡକ୍ଟର ସନ୍ତ୍ରୁପ୍ତ ମିଶ୍ରଙ୍କ ଉପରେ ବର୍ଷିଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ । ବୁଧବାର ଭାରତୀୟ ଜନତା ପାର୍ଟି ଉପରେ ସନ୍ତୃପ୍ତ ମିଶ୍ର ଦେଇଥିବା ବୟାନକୁ ସାରଦା କାଉଣ୍ଟର କରିଛନ୍ତି । ସେ କହିଛନ୍ତି ଯେ, ସନ୍ତୃପ୍ତ ମିଶ୍ର ଜଣେ ରାଜନୈତିକ ଦକ୍ଷତା ରଖିଥିବା ଲୋକ ନୁହନ୍ତି । ଭାରତୀୟ ଜନତା ପାର୍ଟିକୁ ଆକ୍ଷେପ କରି କହିବାର ତାଙ୍କର କୌଣସି ଅଧିକାର ନାହିଁ । ଏମିତିକି ନବୀନ ପଟ୍ଟନାୟକଙ୍କ କ୍ରେଜ୍ ତାଙ୍କ ଦଳରେ କେବଳ ଅଛି ବୋଲି ମଧ୍ୟ କହିଛନ୍ତି ବିଧାୟକ ସାରଦା ପ୍ରସାଦ ପ୍ରଧାନ ।



You Can Read:

ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ସନ୍ଦେହ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.