ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Published By : Prameya-News7 Bureau | June 25, 2024 IST

ପାଟଣା ।୬: କେନ୍ଦୁଝର ଜିଲ୍ଲା ପାଟଣା-କେନ୍ଦୁଝର ରାସ୍ତାର ଶରଧାପୁର ନିକଟରେ ଦୁର୍ଘଟଣା । ଏକ ମେଣ୍ଟାଲ ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି । ଟ୍ରାକ୍ଟରଟି କେନ୍ଦେଇପଶି ପଟରୁ ମେଣ୍ଟାଲ ବୋଝେଇ କରି କେନ୍ଦୁଝର ଆଡ଼କୁ ଯାଉଥିବା ସମୟରେ ଏହି ଦୁର୍ଘଟଣାଘଟିଛି । ଟ୍ରାକ୍ଟର ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

You Can Read :

ଡିପ୍‌ଥେରିଆ ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି, ଗତ ସପ୍ତାହେ ହେବ ସଂକ୍ରମଣ ହାର କମିଛି : ସ୍ବାସ୍ଥ୍ୟମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.