ପିପିଲି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା, କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ

Published By : Prameya-News7 Bureau | June 21, 2024 IST

ପିପିଲି ୨୧।୬: ପିପିଲି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା । କନିଷ୍ଠ ଯନ୍ତ୍ରୀ କଲ୍ୟାଣ ସୁନ୍ଦର ଧରଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ । ୧୦ରୁ ୧୫ ଜଣ ବ୍ୟକ୍ତି ଅଫିସ ଭିତରେ ପଶି ଭଙ୍ଗାରୁଜା କରିଥିବା ପିପିଲି ଥାନାରେ ବିଦ୍ୟୁତ ବିଭାଗ ତରଫରୁ ଅଭିଯୋଗ । କାର୍ଯ୍ୟାନୁଷ୍ଠାନ ଦାବିରେ ବିଦ୍ୟୁତ ବିଭାଗୀୟ କର୍ମୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା । ନ୍ୟାୟ ନ ମିଳିଲେ କି କାର୍ଯ୍ୟ ଅନୁଷ୍ଠାନ ନ ନେଲେ ପୁରା ପିପିଲିକୁ କରାଯିବା ସହ ପାୱାର କଟ୍ ବୋଲି କର୍ମଚାରୀ ଚେତାବନୀ ଦେଇଛନ୍ତି ।

You Can Read :

ଖୁବ୍‌ଶୀଘ୍ର ପୂରଣ ହେବ ଖାଲି ପଡିଥିବା ଡାକ୍ତର ପଦବୀ, ‘X’ ରେ ଆକ୍ଟିଭ ରହିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ

  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.