ଭିଜିଲାନ୍ସ ଜାଲରେ ହସ୍ପିଟାଲ ଅଧ୍ୟକ୍ଷ, ଏକାସାଙ୍ଗେ ୬ଟି ସ୍ଥାନରେ ଚାଲିଛି ଚଢାଉ

Published By : Prameya-News7 Bureau | November 09, 2023 IST

ବଲାଙ୍ଗୀର/ଭୁବନେଶ୍ୱର ୦୯।୧୧ : ଭିଜିଲାନ୍ସ ଜାଲରେ ହସ୍ପିଟାଲ ଅଧ୍ୟକ୍ଷ । ବଲାଙ୍ଗୀର ସରକାରୀ ଆୟୁର୍ବେଦିକ ହସ୍ପିଟାଲ ଅଧ୍ୟକ୍ଷ ଡାକ୍ତର ସୁଦର୍ଶନ ବେହେରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି ।

wp:embed {"url":"https://www.prameyanews7.com/public-health-department-inspector-is-in-viggilance-net/","type":"wp-embed","providerNameSlug":"prameya-news-7"}
https://www.prameyanews7.com/public-health-department-inspector-is-in-viggilance-net/
/wp:embed

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ସରକାରୀ ଆୟୁର୍ବେଦିକ୍ ହସପିଟାଲ୍ ଅଧ୍ୟକ୍ଷ ଜାକ୍ତର ସୁଦର୍ଶନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ । ଏକାସାଙ୍ଗେ ପୁରୀ, ସମ୍ବଲପୁର ଏବଂ ବଲାଙ୍ଗିରର ୬ଟି ସ୍ଥାନରେ ଚଢାଉ ଜାରି ରହିଛି । ଏଥିରେ ୬ଜଣ ଡିଏସପି , ୧୫ ଜଣ ଇନସ୍ପେକ୍ଟରଙ୍କ ସହ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି । ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା ସୂଚନା ଦେଇଛନ୍ତି ।

wp:embed {"url":"https://www.prameyanews7.com/today-weather-update-winter-will-increse-in-the-entire-state/","type":"wp-embed","providerNameSlug":"prameya-news-7"}
https://www.prameyanews7.com/today-weather-update-winter-will-increse-in-the-entire-state/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.