ରକ୍ତ ପାଇଁ ଯୁବକଙ୍କ ଉନ୍ମତକାଣ୍ଡ ! ଗଛରେ ଚଢି ଆତ୍ମହତ୍ୟା ଉଦ୍ୟମ

Published By : Prameya-News7 Bureau | September 08, 2024 IST

ବ୍ରହ୍ମପୁର ୮।୯: ରକ୍ତ ପାଇଁ ଯୁବକଙ୍କ ଉନ୍ମତକାଣ୍ଡ ! ଗଛରେ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଅଗ୍ନିଶମ ବିଭାଗ । ପୋଲିସ, ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଯୁବକ ଜଣଙ୍କ ମାଲକାନଗିରି ଜିଲ୍ଲା ଶିରିଗୁଡାର ବିଜୟ ବୋଲି ଜଣାପଡିଛି । 

ଏସଏନସିୟୁରେ ତାଙ୍କର ୭ ଦିନର ଛୁଆ ଆଡ୍‌ମିଟ୍ ହୋଇଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ଟିକେ ଗୁରୁତର ରହିଛି । ଏଥିପାଇଁ ବୋଧେ ହୁଏ ମାନସିକ ଅବସ୍ଥା ଅସ୍ଥିର ଥିବା ଯୋଗୁଁ ଗଛରେ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିବା ଅନୁମାନ କରାଯାଉଛି ।

You Can Read:

ବଢିଲା ଜଳସ୍ତର, ଚଳିତ ବର୍ଷ ପ୍ରଥମ ଥର ଖୋଲିଲା ଜଲାପୁଟ ଡ୍ୟାମ୍‌ର ୫ ଗେଟ୍

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.