ଇବ୍ ନଦୀ କନାକୁଣ୍ଡୁରେ ଭାସିଗଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | October 13, 2024 IST

ସୁନ୍ଦରଗଡ଼ ୧୩।୧୦: ନଦୀରେ ଭାସିଯାଇ ଯୁବକ ନିଖୋଜ । ସୁନ୍ଦରଗଡ ଜିଲ୍ଲା ତଲସରା ଥାନା ବାଲିଶଙ୍କରା ଘୋଘର ଇବ୍ ନଦୀ କନାକୁଣ୍ଡୁରେ ଭାସିଗଲେ ଯୁବକ । ଦର୍ଲିପାଲ୍ଲିରୁ ଭୋଜି କରିବାକୁ ଯାଇଥିଲେ । କନାକୁଣ୍ଡୁ ସାତବଖରାରେ ଗାଧାଉଥିବା ବେଳେ ଭାସିଯାଇ ନିଖୋଜ ହୋଇଛନ୍ତ । ନିଖୋଜ ଯୁବକ ଜଣକ ହେଲେ ୧୮ ବର୍ଷ ବୟସ୍କ ସାତ୍ତ୍ୱିକ । ଘଟଣାସ୍ଥଳରେ ବାଳିଶଙ୍କରା ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଯୁବକ ଜଣକ ଆନ୍ଧ୍ର ପ୍ରଦେଶର ହୋଇଥିବା ଜଣାପଡିଛି । 

You Can Read:

ଖେଳୁଥିବା ବେଳେ କେନାଲରେ ବୁଡ଼ି ୩ ବର୍ଷ ଶିଶୁର ମୃତ୍ୟୁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.