ରାସ୍ତା ଉପରେ ଭୁଶୁଡ଼ିଲା ଦଶହରାରେ ନିର୍ମିତ ତୋରଣ, ଚାପି ହୋଇଗଲା କାର୍ ଓ ବାଇକ୍

Published By : Prameya-News7 Bureau | October 18, 2024 IST

କଟକ ୧୮।୧୦: କଟକ ଖାନନଗରରେ ଭୁଶୁଡ଼ିଲା ତୋରଣ । ଦଶହରାରେ ନିର୍ମିତ ତୋରଣ ମୁଖ୍ୟରାସ୍ତା ଉପରେ ଖସିପଡିଛି ।ନେତାଜୀ ବସ୍ ଟର୍ମିନାଲ ନିକଟରେ ଏହି ସୁଉଚ୍ଚ ତୋରଣଟି ଭୁଶୁଡ଼ି ପଡିଛି । ଖାନନଗର ଦୁର୍ଗା ପୂଜା କମିଟି ପକ୍ଷରୁ ବାଉଁଶରେ ନିର୍ମିତ ହୋଇଥିଲା ଏହି ତୋରଣ । ତେବେ ଏହି ତୋରଣ ତଳେ ଗୋଟିଏ କାର୍, ୩ଟି ବାଇକ୍ ଚାପି ହୋଇ ରହିଥିବା ସୂଚନା ମିଳିଛି । 

You Can Read:

କଂଗ୍ରେସ ସହ ବିଜେଡି ଓ ବିଜେପି ନେତା ଯୋଗାଯୋଗରେ ଅଛନ୍ତି : ମହମ୍ମଦ ମୋକିମ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.