ହାତୀପଲଙ୍କୁ ଘଉଡାଇବା ସମୟରେ ଅଘଟଣ, ମାଡ଼ିଗଲା ମାଲବାହୀ ଟ୍ରେନ୍‌

Published By : Prameya-News7 Bureau | October 14, 2024 IST

ରାଉରକେଲା: ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ। ବନ୍ଧମୁଣ୍ଡା ଆର କ୍ୟାବିନ ନିକଟରେ ଟ୍ରେନ ଧକ୍କା ଦେଇଥିଲା। ହାତୀ ଗୋଠରେ 23 ହାତୀ ଥିଲେ।ତେବେ ହାତୀଙ୍କୁ ଘଉଡାଇବା ସମୟରେ ଟ୍ରେନ ଧକ୍କା ଦେଇଥିଲା। ଫଳରେ ଜଣେ ହାତୀର ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.