ଭୟାବହ ଅଗ୍ନିକାଣ୍ଡ : ଜଳି ପାଉଁଶ ହୋଇଗଲା ୪ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

Published By : Prameya-News7 Bureau | June 24, 2024 IST

ସୋର ୨୪।୬: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ରଇଁନ୍ତିରା ଗ୍ରାମରେ ରହିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଘଟି ଜଳିଗଲା ୪ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ । 

ଗାଁର ସନାତନ ଦାସ ଓ ପୁଅ ଲଷ୍ମୀଧର ଦାସଙ୍କ ଘର ଜଳିପୋଡି ପାଉଁଶ ହୋଇଯାଇଛି l ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ l ଘରର ଆସବାବପତ୍ର ସହ ଅନ୍ୟlନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।

You Can Read :

ରଥଖଳା ହାଲଚାଲ : ତିନି ରଥରେ ଚଉଦ ନାହାକା ବୁଲିବା ସହ ଚାରି ନାହାକାରେ ମୂଳ ଭୂଇଁ ଓ ମଝି ଭୂଇଁ ପଡ଼ିବା ଶେଷ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.