ମୋହନାରେ ତାଣ୍ଡବ ରଚିଲା କାଳବୈଶାଖୀ, ପ୍ରବଳ ବର୍ଷା ପବନରେ ଗଛ ପଡି ରାସ୍ତା ଅବରୋଧ

Published By : Prameya-News7 Bureau | June 15, 2024 IST

ମୋହନା ୧୫।୬: ଗଜପତି ଜିଲ୍ଲା ମୋହନା ବ୍ଲକ୍ କମଳାପୁର ଅଞ୍ଚଳରେ କlଳବୈଶାଖୀ ତାଣ୍ଡବ l ଶନିବାର ଅପରାହ୍ନରେ ପ୍ରବଳ ବର୍ଷା ସହ ପବନ ଯୋଗୁଁ କିଛି ଲୋକଙ୍କ ଘରେ ପାଣି ପଶିଯାଇଥିଲା । କେଉଁଠି ଗଛ ପଡି ରାସ୍ତା ଅବରୋଧ ହୋଇଛି l କମଳାପୁର ଗାଁରେ ପ୍ରବଳ ବର୍ଷା ପାଣି ଯୋଗୁଁ ରାସ୍ତା ଉପରେ ପାଣି ଚାଲିଛି l 

ସେହିପରି ବିଭିନ୍ନ ସ୍ଥାନରେ ଗଛ ପଡି ଗୋବିନ୍ଦପୁର ଓ କମଳାପୁର ରାସ୍ତା ଅବରୋଧ ହୋଇଛି l ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରୁ ପଡ଼ିଥିବା ଗଛ ହଟାଇ ରାସ୍ତା ସ୍ୱାଭାବିକ କରିଛନ୍ତି l

You Can Read :

ମୃତ ଝିଅକୁ ନ୍ୟାୟ ଦେବାକୁ ଦାବି, ଥାନା ବାରଣ୍ଡାରେ କାନ୍ଦି କାନ୍ଦି ଗଡୁଛି ମା’

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.