ଭୁବନେଶ୍ବର ୧୭।୮: କେନ୍ଦ୍ରାପଡା ACSO ପ୍ରଦୀପ ମହାପାତ୍ର ଗିରଫ ହୋଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଗିରଫ କରିଛି । ଶୁକ୍ରବାର ପ୍ରଦୀପଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା ।
ପ୍ରଦୀପଙ୍କ ଘରେ ଚଢାଉ ବେଳେ ଭୁବନେଶ୍ବର ଏବଂ କଟକରେ ୨ଟି ପ୍ଲଟ୍ ଏବଂ ୨ଟି ବିଲ୍ଡିଂ ସହ ଘରୁ ୮୫୦ ଗ୍ରାମ ସୁନା ଅଳଙ୍କାର, ୨ କୋଟି ୮୬ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ ସହ ନଗଦ ୧ ଲକ୍ଷ ୨୧ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।
You Can Read:
ଶ୍ରୀମନ୍ଦିର ଅରୁଣ ସ୍ତମ୍ଭ ନିକଟରେ ଭାସୁଛି ପେଜ ପାଣି, ସେବାୟତ ଓ ଭକ୍ତଙ୍କ ମନରେ ତୀବ୍ର ଅସନ୍ତୋଷ