ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଗଣ ଆନ୍ଦୋଳନ,ପଞ୍ଚାୟତ ଅଫିସ୍ ସମ୍ମୁଖରେ ବିକ୍ଷୋଭ

Published By : Prameya-News7 Bureau | August 29, 2023 IST

ଆଠଗଡ଼ ୨୯/୦୮: ଆଠଗଡ ବିଜେପି ପକ୍ଷରୁ ୨ନମ୍ବର ଜୋନ ଖୁଣ୍ଟୁଣି ମଣ୍ଡଳର କଣ୍ଡରେଇ ଏବଂ ଖୁଣ୍ଟୁଣି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ପ୍ରକାର ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୋଧରେ ଗଣ ଆନ୍ଦୋଳନ ।

ଆଠଗଡ଼ ବିଜେପି ନେତା ବ୍ରଜେନ୍ଦ୍ର ରାୟଙ୍କ ନେତୃତ୍ୱରେ ହୋଇଥିବା ଏହି ଗଣ ଆନ୍ଦୋଳନ କରାଯାଇଛି । ସୂଚନା ଥାଉକି, ପଞ୍ଚାୟତ ମାନଙ୍କରେ ହେଇଥିବା ମନରେଗା ଯୋଜନାରେ ଦୁର୍ନୀତି, ପ୍ରଧାନମନ୍ତ୍ରୀ ଆବାସରେ ଦୁର୍ନୀତି, ପାଇଖାନା କେଳେଙ୍କାରି, ଭତାରେ ପାତର ଅନ୍ତର ନୀତି ପ୍ରତବାଦରେ ପ୍ରତି ପଞ୍ଚାୟତ ଅଫିସ୍ ସମ୍ମୁଖରେ ଆଠଗଡ଼ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ଗଣ ଆନ୍ଦୋଳନ କରାଯାଇଛି ।

you can also read...

wp:embed {"url":"https://www.prameyanews7.com/5t-secretary-visit-jajpur-for-3-day/","type":"wp-embed","providerNameSlug":"prameya-news-7"}
https://www.prameyanews7.com/5t-secretary-visit-jajpur-for-3-day/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.