ବଜ୍ରାଘାତରେ ମନ୍ଦିରରୁ ଖସିଲା ପଥର, ଦବିଗଲା ଦଧିନଉତି

Published By : Prameya-News7 Bureau | August 20, 2024 IST

କେନ୍ଦ୍ରାପଡା ୨୦: ବଜ୍ରପାତରେ କ୍ଷୟକ୍ଷତି ହେଲା ମନ୍ଦିର ଦଧିନଉତି । କେନ୍ଦ୍ରାପଡା ସହର ମଧ୍ୟସ୍ଥଳୀରେ ଥିବା ପ୍ରାଚୀନ ବିନୋଦ ବିହାରୀ ମନ୍ଦିର କ୍ଷତିଗ୍ରସ୍ତ ହୋଇଛି । 

ସୋମବାର ସନ୍ଧ୍ୟାରେ ବଜ୍ରପାତ ପଡି ବ୍ୟାପକ କ୍ଷୟକ୍ଷତି ଘଟିଛି l ବଜ୍ରପାତରେ ମନ୍ଦିର ଉପରୁ ପ୍ରାୟ ୧୦ରୁ ୧୨ ଖଣ୍ଡ ପଥର ଖସି ପଡ଼ିଥିବା ଦେଖିବାକୁ ମିଳିଛି l ଏଥିରେ ମନ୍ଦିରର ଦଧିନଉତି ଦବି ଯାଇଥିବା ଜଣାପଡିଛି l ଗହ୍ମାପୂର୍ଣ୍ଣିମା ଦିନ ଏଭଳି ଅଘଟଣ ଘଟିବା ଯୋଗୁଁ ଶ୍ରଦ୍ଧାଳୁ ମାନଙ୍କ ଭାବାବେଗ ଆଘାତପ୍ରାପ୍ତ ହୋଇଛି l

You Can Read:

ରାଜୁକୁ ନେଇ ଝାଡ଼ଖଣ୍ଡ ଅଭିମୁଖେ ସ୍ପେଶାଲ ସ୍କ୍ୱାଡ୍, ଆଶାଦ୍ଦୁରକୁ ଗିରଫ କରିବାକୁ ଇଣ୍ଟରପୋଲର ସହାୟତା ନେଲା ପୋଲିସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.