ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି ୩୦ ମିନିଟ୍ ବିଳମ୍ବ, ପ୍ରତିହାରୀ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ

Published By : Prameya-News7 Bureau | August 10, 2024 IST

ପୁରୀ ୧୦ପୁରୀ ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି ୩୦ ମିନିଟ୍ ବିଳମ୍ବକୁ ନେଇ କାରଣ ଦର୍ଶାଅ ନୋଟିସ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ପ୍ରତିହାରୀ ସେବାୟତ ଶିବଶଙ୍କର ମହାପାତ୍ରଙ୍କୁ ଶ୍ରୀମନ୍ଦିର ନୀତି ପ୍ରଶାସକ ନୋଟିସ ଜାରି କରିଛନ୍ତି । 

ତେବେ କିଛି ସେବାୟତ ଏହାକୁ ସ୍ବାଗତ କରିଥିବା ବେଳେ ଏହାଦ୍ବାରା ନୀତିରେ ଶୃଙ୍ଖଳା ଆସିପାରିବ ବୋଲି ସେବାୟତ ମତ ରଖିଛନ୍ତି । ମହାପ୍ରଭୁଙ୍କ ସେବା ପୂଜାରେ ବିଳମ୍ବ କରୁଥିବା ସେବାୟତଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ସ୍ୱାଗତଯୋଗ୍ୟ । 

You Can Read:

ଅଧିକ ବର୍ଷା ଯୋଗୁଁ ବାଙ୍କୀ ତଳିଆ ଅଞ୍ଚଳରେ ପାଣି ଜମିଛି, ସନ୍ଧ୍ୟା ସୁଦ୍ଧା ସ୍ଥିତି ସ୍ୱାଭାବିକ ହୋଇଯିବ : ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.