ନବ ଦାସ ହତ୍ୟାକାଣ୍ଡ ସହ ଅନ୍ୟ ହତ୍ୟା ମାମଲାର ହେବ କି ତଦନ୍ତ ? ଏମିତି କହିଲେ ଆଇନ ମନ୍ତ୍ରୀ

Published By : Prameya-News7 Bureau | August 14, 2024 IST

ଭୁବନେଶ୍ବର ୧୪: ଓଡିଶା ପ୍ରଦେଶରେ ହୋଇଥିବା ସମସ୍ତ ହତ୍ୟାକାଣ୍ଡ ଘଟଣା ତଦନ୍ତ ହେବ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ ଆହୁରି କହିଛନ୍ତି, ଯେଉଁ ହତ୍ୟାକାଣ୍ଡ ଘଟଣାରେ ଆଜି ପର୍ଯ୍ୟନ୍ତ ନିଷ୍କର୍ସ ବାହାରି ପାରିନି ସେହି ଘଟଣାର ଶେଷ ପର୍ଯ୍ୟନ୍ତ ପହଞ୍ଚି ନିଷ୍କର୍ସ ବାହାରିବା ପର୍ଯ୍ୟନ୍ତ ପଦକ୍ଷେପ ନିଆଯିବ । ଯେଉଁ ସ୍ଥାନରେ ଅନୈତିକତା ହୋଇଛି ତାର ତଦନ୍ତ ହେବ । ସେ ସମସ୍ତ ଅନୈତିକତା କାର୍ଯ୍ୟରେ ତଦନ୍ତ ହେବ । ଏନେଇ ଖୁବଶୀଘ୍ର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ଗଞ୍ଜେଇ ବେପାରରେ ପୋଲିସର ସଂପୃକ୍ତି ଅଭିଯୋଗ : ୮ କର୍ମଚାରୀ ନିଲମ୍ବିତ, ୨ ବହିଷ୍କୃତ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.