କେରଳରେ ଫସିଥିବା ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମୃତଦେହ ଉଦ୍ଧାର, ଏବେବି ଡାକ୍ତର ସ୍ବାଧୀନ ପଣ୍ଡା ନିଖୋଜ

Published By : Prameya-News7 Bureau | July 31, 2024 IST

ଭୁବନେଶ୍ବର ୩୧: କେରଳ ଭୁସ୍ଖଳନରେ ଫସିଥିବା ଜଣେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ । ଡାକ୍ତର ବିଷ୍ଣୁ ପ୍ରସାଦ ଚି଼ନେରାଙ୍କ ମୃତଦେହ ଉଦ୍ଧାର ଉଦ୍ଧାର ହୋଇଛନ୍ତି । ଏବେ ବି ଡାକ୍ତର ସ୍ବାଧୀନ ପଣ୍ଡା ନିଖୋଜ ଅଛନ୍ତି । 

ଅନ୍ୟପଟେ ଓଡିଶା ଅଧିକାରୀଙ୍କ ଏକ ଟିମ୍ କେରଳ ଯାଇଛନ୍ତି । ଓଡିଶା ପରିବାର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ନେତୃତ୍ବରେ ଟିମ୍ କେରଳ ଯାଇଛି । ମୃତଦେହ କିପରି ଆସିବ ସେନେଇ ସରକାର ବ୍ୟବସ୍ଥା କରୁଛନ୍ତି । ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

You Can Read:

ରାଜ୍ୟରେ ୫୮ ନୂଆ ଶୀତଳ ଭଣ୍ଡାର କରିବେ ମୋହନ ସରକାର : କୃଷିମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.