ସିଏମ୍ଓରୁ ହଟିଲେ ପୁରୁଣା ଅଫିସର ଏବଂ କର୍ମଚାରୀ

Published By : Prameya-News7 Bureau | June 19, 2024 IST

ଭୁବନେଶ୍ବର ୧୯।୬: ସିଏମ୍‌ଓରୁ ହଟିଲେ ପୁରୁଣା ଅଫିସର ଏବଂ କର୍ମଚାରୀ I ଏକକାଳୀନ ସିଏମ୍‌ଓରୁ ୨୨ ଜଣ କର୍ମଚାରୀଙ୍କୁ ହଟାଯାଇଛି I ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପୁରୁଣା ଅଧିକାରୀ ଓ କର୍ମଚାରୀଙ୍କୁ ହଟାଇ ଦିଆଯାଇଛି । ଜଣେ ଡେପୁଟି ସେକ୍ରେଟାରୀ, ୬ ଜଣ ସେକ୍ସନ ଅଫିସର, ୧୫ ଜଣ ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କୁ ହଟାଯାଇଛି । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

You Can Read :

ରେଳଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.