ନବୀନଙ୍କ ଇଭିଏମ୍ ଅଭିଯୋଗ, ମନମୋହନ କହିଲେ- 'ଯାହା ଅଭିଯୋଗ ଅଛି ନିର୍ବାଚନ କମିଶନଙ୍କୁ କହିପାରିବେ'

Published By : Prameya-News7 Bureau | December 26, 2024 IST

ଭୁବନେଶ୍ବର ୨୬।୧୨: ନବୀନଙ୍କ ଇଭିଏମ୍‌ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ୬ ମାସ ପରେ ଯଦି ଭାବୁଛନ୍ତି, ନିର୍ବାଚନରେ ତାଳମେଳ ଖାଉ ନାହିଁ, ତେବେ ଯାହା ନିର୍ଦ୍ଦିଷ୍ଟ ଅଭିଯୋଗ ରହିଛି ସେ ବାବଦରେ ନିର୍ବାଚନ କମିଶନଙ୍କୁ କହିପାରିବେ । ଇଭିଏମ୍ ବିଷୟରେ ସେ ନିର୍ଦ୍ଦିଷ୍ଟ ମତାମତ ରଖନ୍ତୁ । ନିର୍ବାଚନ କମିଶନ ତା ଉପରେ ନୀତିଗତ ନିଷ୍ପତ୍ତି ନେବେ । ସେ କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ କହିଛନ୍ତି, ସେ କଥା ସେ ହିଁ କହିପାରିବେ ବୋଲି ମନମୋହନ ସାମଲ କହିଛନ୍ତି ।


You Can Read:

ନବୀନଙ୍କ ମୁହଁରେ ନିର୍ବାଚନ ପରାଜୟର କାରଣ, କହିଲେ- ‘ଆମେ ହାରି ନାହୁଁ କି ଲୋକଙ୍କ ବିଶ୍ୱାସ ମଧ୍ୟ ହରାଇ ନାହୁଁ’

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.