୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ସରିଲା ବିଧାନସଭାର ଶୀତ ଅଧିବେଶନ

Published By : Prameya-News7 Bureau | December 11, 2024 IST

ଭୁବନେଶ୍ବର ୧୧।୧୨: ଶେଷ ହେଲା ବିଧାନସଭାର ଶୀତ ଅଧିବେଶନ । ୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ଗୃହ । ଅନିର୍ଦ୍ଧିଷ୍ଟ କାର୍ଯ୍ୟକାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ । ଏହି ଅଧିବେଶନରେ ୧୨ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି । ଅତିରିକ୍ତ ବଜେଟ୍ ପାରିତ ହୋଇଛି । ୨ଟି ସରକାରୀ ବିଲ୍ ପାରିତ ସହ ୧୦ଟି ବେସରକାରୀ ବିଲ୍ ଆଗତ ହୋଇଛି ।

You Can Read:

ଯେଉଁମାନେ ଆନ୍ଦୋଳନରେ ବସିଛନ୍ତି, ସେମାନେ ମିଶନ ଶକ୍ତି ମହିଳା ନୁହନ୍ତି : ପ୍ରଭାତୀ ପରିଡ଼ା

 

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.